Skip to main content

Oxygen Cylinder

 


ପ୍ରିୟ ସହଯୋଗୀ ବନ୍ଧୁ,

ଆପଣମାନେ ଜାଣନ୍ତି ଗତ କରୋନା କାଳରେ ଜୁନ 2021 ଆମ ସଙ୍ଗଠନର ଉଦ୍ୟୋକ୍ତା ରବି ସାର ଗୁରୁତର ଅସୁସ୍ଥ ହୋଇଥିଲେ। ସେତେବେଳେ ଅକ୍ସିଜେନ ର ଜରୁରୀ ଆବଶ୍ୟକତା କୁ ଅନୁଭବ କରି ଦୁଇଟି ଅକ୍ସିଜେନ ସିଲିଣ୍ଡର କ୍ରୟ କରାଯାଇଥିଲା। କରୋନା ର ଭୟାବହତା କୁ ଲକ୍ଷ୍ୟ କରି ଉକ୍ତ ସିଲିଣ୍ଡର ଦୁଇଟି କୁ ଆମ ସଙ୍ଗଠନ ତରଫରୁ ଜରୁରୀ ଆବଶ୍ୟକତା ଅନୁଭବ କରୁଥିବା ବ୍ୟକ୍ତିଙ୍କ ସେବା ନିମନ୍ତେ ବ୍ୟବହାର କରାଯିବାକୁ ସ୍ଥିର କରାଗଲା।

ଏଥି ନିମନ୍ତେ ଉକ୍ତ ବ୍ୟୟଭାରକୁ ପର୍ଯ୍ୟାୟକ୍ରମେ ସଙ୍ଗଠନ 12 ଟି କିସ୍ତିରେ ଭରଣା କରିବ  ବୋଲି ଗତ ତା.17.10.2021ରିଖ ରେ ଅନୁଷ୍ଠିତ କୋର କମିଟିର ବୈଠକରେ  ନିଷ୍ପତ୍ତି ନିଆଗଲା।

 ବ୍ୟୟ ବିବରଣୀ 

ସିଲିଣ୍ଡର ଓ ଅକ୍ସିଜେନ- 9650×2=19300 

ଆବଶ୍ୟକୀୟ ଉପକରଣ- 3900 

ପରିବହନ ଖର୍ଚ୍ଚ- 890 

ମୋଟ ଖର୍ଚ୍ଚ- ₹24090   ଏହି ସିଲିଣ୍ଡର ଦୁଇଟି ବର୍ତ୍ତମାନ ଆମର ସଦସ୍ୟ ରାଧାମାଧଵ ପ୍ରଧାନ ଙ୍କ ନିକଟରେ ଅଛି। ଜରୁରୀ ଆବଶ୍ୟକତା ସମୟରେ ଆପଣମାନେ ନିମ୍ନ ନଂ ରେ ଯୋଗାଯୋଗ କରିପାରିବେ।      9861333816        7978663392


Comments