ମାର୍ଚ୍ଚ -୨୦୨୧ ନିମନ୍ତେ ଚୟନ କରାଯାଇଥିବା ହିତାଧିକାରୀ ମାନଙ୍କ ବିବରଣୀ ହିତାଧିକାରୀ ନଂ-୧ ନାମ:- ବଜ୍ରସେନ ବରଡ଼ (୨୯ ବର୍ଷ) ପିତା:-୰ ଗୌରହରି ବରଡ଼ ଠିକଣା:- ରାଣୀପଡ଼ା, ପୋଲସରା,ଗଞ୍ଜାମ । ବୃତ୍ତି :- ରାଜମିସ୍ତ୍ରୀ ତା: ୧୨.୧୦.୨୦୨୦ ରିଖ ରେ ଏକ ଘର ତିଆରି କାମ ସାରି ତଳକୁ ଓହ୍ଲାଇବା ସମୟରେ ପାଦ ଖସିଯିବାରୁ ପ୍ରାୟ ୨୦ ଫୁଟ ଉଚ୍ଚତାରୁ ଖସି ପଡ଼ିଥିଲେ । ତୁରନ୍ତ ତାଙ୍କୁ ଅମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏବଂ ପରେ ଭୂବନେଶ୍ଵର ସ୍ଥିତ AIIMS କୁ ନିଆ ଯାଇଥିଲା । ସେଠାରେ ତାଙ୍କର ମେରୁଦଣ୍ଡରେ ଅସ୍ତ୍ରୋପଚାର କରାଯାଇଥିଲା । ବର୍ତ୍ତମାନ ତାଙ୍କର ସମସ୍ତ ଅଙ୍ଗ ( ବେକ ଠାରୁ ପାଦ ପର୍ଯ୍ୟନ୍ତ ) ନିଷ୍କ୍ରିୟ ହୋଇ ଯାଇଛି । ଏମିତିକି, ସେ କେତେବେଳେ ପରିଶ୍ରା ଏବଂ ମଳ ତ୍ୟାଗ କରିବେ ଜାଣିପାରନ୍ତି ନାହିଁ ତେଣୁ ତାଙ୍କୁ ଡାଇପର ପିନ୍ଧାଯାଏ । ବର୍ତ୍ତମାନ ତାଙ୍କୁ ଓଲଟପୁର ଠାରେ ଫିଜିଓଥେରାପି ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଙ୍କ ଏଭଳି ସ୍ଥିତିରେ ପରିବାରର ଅବସ୍ଥା ସହଜରେ ଅନୁମେୟ । ଯଦିଓ COVID କଟକଣା ହେତୁ ଓଲଟପୁର ଠାରେ ପ୍ରତ୍ୟେକ୍ଷ ଭାବେ ଶ୍ରୀ ବଜ୍ରସେନ ବରଡ଼ ଙ୍କୁ ସାକ୍ଷାତ କରିବା ...
"Caring - about people, about things, about life - is an act of maturity" _____Tracy McMillan